Guru Maa

By:- Manjulata Mohapatra

₹200

buy btn

ପୁସ୍ତକଟିର ସାରାଂଶ ଏହି ପୁସ୍ତକଟି କେବଳ ମନୁଷ୍ୟର ଗୁରଜନମାନଙ୍କ ପ୍ରତି ଅଥବା , କେବଳ ଗୁରୁଜନମାନଙ୍କ କଥା ନୁହେଁ, ନିଜର ସମ୍ପର୍କ ଅନ୍ୟଜଣେ ସମ୍ପର୍କୀୟ ପ୍ରତି କିପରି ସଚେତନ ରହିବାକୁ ହେବ , ଅଥବା ସେମାନଙ୍କ ପ୍ରତି କିପରି କର୍ମ କିମ୍ବା କର୍ତ୍ତବ୍ୟ କରିବାକୁ ହୁଏ , ସେଥିପ୍ରତି ମନୁଷ୍ୟକୁ କେବଳ ହୃଦୟଙ୍ଗମ କରି , ଆଗକୁ ବଢ଼ିବା ଉଚିତ୍ ଅଟେ | ଏଇ ଦୁନିଆଁରେ କେତେକ ସମ୍ପର୍କ କେବଳ ଭଗବାନଙ୍କ ହାତରେ ନିର୍ମାଣ କରା ଯାଇଥାଏ | ଅନ୍ୟ କେତେକ ମନୁଷ୍ୟ କାଳ , ପାତ୍ର କିମ୍ବା ସମୟ ଅନୁସାରେ , ସମ୍ପର୍କ ସ୍ବୟଂ ବାନ୍ଧିଥାଏ | ଏହାର ସତ୍ୟତାକୁ ଆଖି ଆଗରେ ରଖି , ସମ୍ପର୍କକୁ ସ୍ନେହଁ ଏବଂ ଆନ୍ତରିକ ମମତାରେ ବାନ୍ଧି ରଖିବାକୁ ପଡ଼ିଥାଏ | ଯଦି ମନୁଷ୍ୟ ସେଥିରୁ ବର୍ହିଭୁତ ହୁଏ , ତାହାଲେ ନଚାହିଁଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଏହି ସତ୍ୟ ବଚନକୁ ଆଗରେ ରଖି , ଯଦି ଅବା କୌଣସି କାରଣ ବଶତଃ ସତ୍ୟତାର ପ୍ରମାଣ କରିବାକୁ ଆବଶ୍ୟକ ପଡେ , ତାହା ନିଶ୍ଚୟ କରିବ | ଏହାର ସତ୍ୟତା ଯେଉଁଦିନ ଲୋକଲୋଚନକୁ ଆସେ , ସେଥିରେ ଅନେକ ପ୍ରକାରର ବିଭ୍ରାନ୍ତ ସୃଷ୍ଟି ହୋଇଥାଏ | ଅନେକ ପ୍ରକାରର ଭ୍ରମ ସୃଷ୍ଟିହୋଇ ଶାନ୍ତ ବାତାବରଣକୁ ଅଶାନ୍ତିରେ ପରିଣତ କରିଥାଏ | ସର୍ବଦା ସତ୍ୟତାର ଶକ୍ତି ବଡ଼ ସୁଦୃଢ଼ ଅଟେ | ଏହି କାହାଣୀର ସାରାଂଶ ଅଟେ |

 


 



Product Detail

Language : English

Publisher : PaperTowns

Binding : Paperback

Pages : 111

ISBN : 978-9394670761

Country Origin : India

Publish Date : 2023-03-19

Blurb :


Author Detail






Similar Books

Lorem ipsum dolor sit amet, consectetur adipiscing elit. Etiam in volutpat turpis suscipit etiam. Etiam malesuada amet enim.